ନିର୍ବିରୋଧରେ ରାଜ୍ୟସଭାକୁ ନିର୍ବାଚିତ ହେଲେ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀଙ୍କ ସମେତ ୧୦ ଜଣ
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଆଜି ରାଜ୍ୟସଭାକୁ ୧୦ ଜଣ ପ୍ରାର୍ଥୀ ନିର୍ବିରୋଧ ଭାବେ ନିର୍ବାଚିତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀ ମଧ୍ୟ ରହିଛନ୍ତି। ଏହି ନିର୍ବାଚିତ ପ୍ରାର୍ଥୀଙ୍କ ମଧ୍ୟରେ ୮ ଜଣ ବିଜେପିର, ଜଣେ ସମାଜବାଦୀ ପାର୍ଟି ଓ ଜଣେ ବିଏସପିର ବୋଲି…