Browsing Tag

Hard work

ବହୁ ପରିଶ୍ରମ କରି ମଧ୍ୟ ମିଳୁନାହିଁ ସଫଳତା,ଆପଣନ୍ତୁ ଏହି ଉପାୟ

୧) ଜୀବନରେ ଅଧିକାଂଶ ସମୟ ନକାରାତ୍ମକ ଉର୍ଜା କାରଣରୁ ବିଭିନ୍ନ କାର୍ଯ୍ୟରେ ବାଧା ଉପୁଜି ଥାଏ l ତେବେ ଆପଣ ନିୟମିତ ସକାଳୁ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ ଓ ମନରେ ସକାରାତ୍ମକ ଭାବନା ଆଣନ୍ତୁ l ଯେ କୌଣସି କାର୍ଯ୍ୟ କରୁଛନ୍ତି ତା ପୂର୍ବରୁ ନିହାତି ୧୦୮ ଥର ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ l…