Browsing Tag

Happy birthday to Naveen Pattnaik

ଆକସ୍ମିକ ପ୍ରବେଶରୁ ଅବିସ୍ମରଣୀୟ ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଓଡିଶା ରାଜନୀତିର ସବୁଠାରୁ ଉଜ୍ବଳ ତାରକା ନବୀନ ପଟ୍ଟନାୟକ ଆଜି ୭୩ ବର୍ଷ ବୟସରେ ପାଦ ଦେଲେ । ସମଗ୍ର ରାଜ୍ୟ ବାସୀଙ୍କ ଶୁଭେଚ୍ଛାର ସୁଅ ଛୁଟୁଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ । ଦିନେ ଯାହାକୁ ରାଜନୀତିର 'ଅ' ଅକ୍ଷର ଜାଣି ନଥିଲେ ସେ ଆଜି ସମଗ୍ର ଦେଶରେ…