ବଢୁଛି ହଂସୁଆ ନଦୀର ପାଣି, ନଦୀକୁ ଧସିଲା ୮୦ ଫୁଟ ଲମ୍ବା ମାଟି ଅତଡା
କେନ୍ଦ୍ରାପଡା ଜିଲ୍ଲାରେ କୂଳ ଲଂଘିଲା ହଂସୁଆ ନଦୀ । ରାଜନଗର ବଜାର ନିକଟରେ ୮୦ ଫୁଟ ଲମ୍ବା ମାଟି ଅତଡା ନଦୀକୁ ଧସି ପଡିଛି । ଫଳରେ ନଈ ଉପକୂଳରେ ହୋଇଥିବା ପଥର ପ୍ୟାକିଂ ସହ ନଈ ପଠା ଧସିଯାଇଛି । ରାଜନଗର ବଜାର ପ୍ରତି ବିପଦ ସୃଷ୍ଟି କରିଛି । ଯାହାକୁ ନେଇ ନଦୀ ଉପକୂଳରେ ଥିବା ପରିବାର ଓ…