ସୋରିଷ ତେଲରେ କଣ ମିଶାଇ ଲଗାଇଲେ କେଶ ସମସ୍ୟା ହେବ ଦୂର ଜଣାନ୍ତୁ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଘରୋଇ ଉପଚାର କରି କେଶ ଝଡିବା ସମସ୍ୟାରୁ ପାଆନ୍ତୁ ମୁକ୍ତି । ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ କରିବା ଏହି ଘରୋଇ ଉପକରଣ ।
କେବଳ ୨ଟି ଜିନିଷ ସାହାଯ୍ୟରେ ଆମେ ଏହି ଘରୋଇ ଉପଚାର କୁ ପ୍ରସ୍ତୁତ କରି ପାରିବା । ସର୍ବ ପ୍ରଥମେ ସୋରିଷ ତେଲ ନିଅନ୍ତୁ । ଏହା କେଶ…