ଏହି ଦେଶରେ ବ୍ୟାନ ହେଲା ଗୁପଚୁପ
ନେପାଳ କାଠମାଣ୍ଡୁର ଲଲିତପୁର ମହାନଗର ନିଗମରେ ହଇଜା ବୃଦ୍ଧି ପାଉଥିବାରୁ ସେଠାକାର ପ୍ରଶାସନ ପକ୍ଷରୁ ଗୁପଚୁପ୍ ବିକ୍ରି ଉପରେ ନିଷେଧାଦେଶ ଜାରି କରାଯାଇଛି। ଗତ ସପ୍ତାହରେ ଲଲିତପୁର ମହାନଗର ନିଗମ କର୍ତ୍ତୃପକ୍ଷ । ବିକ୍ରି ଉପରେ ନିଷେଧାଦେଶ ଜାରି କରିବାକୁ ନିଷ୍ପତ୍ତି ନେଇଥିଲେ। କାଠମାଣ୍ଡୁର…