ରାଜଧାନୀର ସରକାରୀ ବାସଭବନରେ ଚାଲିଥିଲା ବନ୍ଧୁକ କାରଖାନା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜଧାନୀରେ ଦେଶୀ ବନ୍ଧୁକ କାରଖାନା ଠାବ । ଓୟୁଏଟିର ଜଣେ କର୍ମଚାରୀଙ୍କ ସରକାରୀ ବସଭାବନରୁ ଏହି ବନ୍ଧୁକ କାରଖାନା ଠାବ ହୋଇଛି । ପୋଲିସ ଘଟଣାସ୍ଥଳରୁ ଜଣେ ଅଭିଯୁକ୍ତକୁ ଗିରଫ କରିବା ସହ ୩ଟି ଅର୍ଦ୍ଧନିର୍ମିତ ବନ୍ଧୁକ ଓ ଗୁଳି ଜବତ କରିଛି ।
ସୂଚନା ଅନୁଯାୟୀ,…