ଭୂପେନ୍ଦ୍ର ପଟେଲ ଗୁଜୁରାଟର ମୁଖ୍ୟମନ୍ତ୍ରୀ
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଗୁଜରାଟରେ ପୁଣି ‘ପଟେଲ’ ରାଜ ସ୍ଥାପିତ ହେବାକୁ ଯାଉଛି। ରାଜଧାନୀ ଗାନ୍ଧିନଗରସ୍ଥିତ ପାର୍ଟି କାର୍ଯ୍ୟାଳୟ ‘କମଲମ’ରେ ଅନୁଷ୍ଠିତ ବିଧାୟକ ଦଳ ବୈଠକରେ ଭୂପେନ୍ଦ୍ର ପଟେଲଙ୍କୁ ବିଧାୟକ ଦଳର ନୂଆ ନେତା ନିର୍ବାଚନ କରାଯାଇଛି। ଏହି ବୈଠକରେ ପ୍ରଦେଶ ବିଜେପି ଅଧ୍ୟକ୍ଷ…