ପୂଜା ମଣ୍ଡପ ନିକଟରେ ଆମିଷ ବିକ୍ରି ମନା, ରାବଣ ପୋଡ଼ିରେ ଫୁଟିବନି ବାଣ
ଖୁବ ଶୀଘ୍ର ଧରା ପୃଷ୍ଠରେ ପଦାର୍ପଣ କରିବେ ମା' ଜଗତଜନନୀ । ସଜେଇ ହେଲାଣି ପୂଜା ମଣ୍ଡପ । ପୂଜା କମିଟିଠାରୁ ଆରମ୍ଭ କରି ପୋଲିସ, ପ୍ରଶାସନ ସମସ୍ତେ ହେଲେଣି ତତ୍ପର । ଚଳିତବର୍ଷ ଭୁବନେଶ୍ବରରେ ପାଖାପାଖି ୧୯୦ ପୂଜାମଣ୍ଡପରେ ପୂଜା ପାଇବେ ମାଆ । ଏଥର ପୂଜା ଯେପରି ଶାନ୍ତି ଶୃଙ୍ଖଳାର ସହ…