Browsing Tag

GST New Slab

୫% ଏବଂ ୧୮%… ଜିଏସ୍‌ଟିରେ ଏବେ କେବଳ ଦୁଇଟି ଟିକସ ସ୍ଲାବ୍, ଜାଣନ୍ତୁ କେବେ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେବ

ଜିଏସ୍‌ଟି ପରିଷଦର ୫୬ତମ ବୈଠକରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଏସ୍‌ଟି ସ୍ଲାବ୍ ଚାରିରୁ ମାତ୍ର ଦୁଇଟିକୁ ହ୍ରାସ କରାଯାଇଛି। ଜିଏସ୍‌ଟି ପରିଷଦ ବୈଠକ ପରେ ନିର୍ମଳା ସୀତାରମଣ କହିଛନ୍ତି, 'ଆମେ ସ୍ଲାବ୍…