Browsing Tag

GSLV MkIII carrying Chandrayaan-2 lifts off successfully

ଚନ୍ଦ୍ରୟାନ ୨ ସଫଳ ଉତ୍‌କ୍ଷେପଣ, ବିଭିନ୍ନ ସ୍ଥାନରେ ପୂଜାର୍ଚ୍ଚନା

ଓଡିଶା ଫାଷ୍ଟ(ବ୍ୟୁରୋ): ଆଜି ଚନ୍ଦ୍ରୟାନ-୨ର ସଫଳ ଉତ୍‌କ୍ଷେପଣ ହେଇଛି । ଦିନ ୨ଟା ୪୩ ମିନିଟରେ ଚନ୍ଦ୍ରଯାନ-୨ ନେଇ ଜହ୍ନ ରାଇଜକୁ ଯାତ୍ରା କରିଛି ସବୁଠାରୁ ଶକ୍ତିଶାଳୀ ୬୪୦ ଟନ୍ ଓଜନ ବିଶିଷ୍ଟ ଜିଏସ୍‌ଏଲଭି ମାର୍କ -୩ ରକେଟ୍ ‘ବାହୁବଳୀ’। ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟ୍ଟାର ସତୀଶ ଧଓ୍ୱନ୍…