ସୁସ୍ଥ ଓ ନୀରୋଗ ପାଇଁ ପଇଡ଼ ପାଣି ଶରୀର ପାଇଁ ମହୌଷଧି
ସୁସ୍ଥ ତଥା ନୀରୋଗ ଜୀବନ ଅତିବାହିତ କରିବା ନିମନ୍ତେ ଭିଟାମିନ୍ ଭରପୂର ଖାଦ୍ୟ ଖାଇବା ସହ ମିନେରାଲ୍ସଯୁକ୍ତ ପାନୀୟ ପିଇବା ସ୍ବାସ୍ଥ୍ୟ ପାଇଁ ହିତକାରୀ। ବିଶେଷଜ୍ଞଙ୍କ ମତରେ ବଜାରରେ ଏବେ ବିଭିନ୍ନ ପ୍ରକାର ଶକ୍ତିବର୍ଦ୍ଧକ ପାନୀୟମାନ ମିଳୁଛି। ହେଲେ ସେସବୁ ପିଇବା ପରିବର୍ତ୍ତେ ପ୍ରାକୃତିକ…