ନନ୍ଦିଘୋଷ ରଥର ମହାତ୍ମ୍ୟ
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥର ନାମ ହେଉଛି ନନ୍ଦିଘୋଷ। ଏହି ରଥକୁ ମଧ୍ୟ ଚକ୍ରଧ୍ୱଜ ବା ଗରୁଡ ଧ୍ୱଜ ନାମରେ ଶାସ୍ତ୍ରରେ କୁହାଯାଇଛି।
ରଥର ଉଚ୍ଚତା- ୪୫ ଫୁଟ୍ ୬ ଇଂଚ
ରଥାଧୀପ ହେଉଛନ୍ତି – ବୈନତେୟ
ରଥର ରକ୍ଷକ – ସ୍ୱୟଂ ଇନ୍ଦ୍ର
ରଥରେ ବ୍ୟବହୃତ କାଠର ସଂଖ୍ୟା ସମୁଦାୟ- ୭୪୨ ଖଣ୍ଡ
ରଥ…