ମହତ୍ତ୍ୱ ଫାଉଣ୍ଡେସନ ପକ୍ଷରୁ ମହତ କାର୍ଯ୍ୟ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସମଗ୍ର ବିଶ୍ୱ ଏବେ ମହାମାରୀ କରୋନା ବିରୋଧରେ ଲଢେ଼ଇ କରୁଛି । ଏହି ମହାମାରୀର ସଂକ୍ରମଣ ରୋକିବାକୁ ସମଗ୍ର ଭାରତ ବର୍ଷରେ ଲକ ଡାଉନ କରାଯାଇଛି । ଏହି ଲକ ଡାଉନ ପାଇଁ ଆମ ରାଜ୍ୟରେ ଥିବା ଖଟିଖିଆ ଓ ଦିନମଜୁରିଆଙ୍କ ଅବସ୍ଥା ଶୋଚନୀୟ ହେବାରେ ଲାଗିଛି । ଗରିବ ଅସହାୟ…