Browsing Tag

GPS will be attached to the Bus that takes the paddy from the mandi

ମଣ୍ଡିରୁ ଧାନ ନେଇଯାଉଥିବା ଗାଡ଼ିରେ ଲାଗିବ GPS

ଆକ୍ସନ ମୁଡ଼ରେ ରାଜ୍ୟ ସରକାରଙ୍କ ମନ୍ତ୍ରୀ । ଧାନ ବିକ୍ରି ବେଳେ ହେଉଥିବା ଅନିୟମିତତାକୁ ରୋକିବାକୁ ବଡ ପଦକ୍ଷେପ ନେଇଛନ୍ତି ଯୋଗାଣ ମନ୍ତ୍ରୀ । ଏଣିକି ରାଜ୍ୟର ସବୁ ଧାନ ମଣ୍ଡିରେ ଲାଗିବ ସିସିଟିଭି କ୍ୟାମେରା। ସେହିପରି ମଣ୍ଡିରୁ ଧାନ ନେଇଯାଉଥିବା ଗାଡ଼ିରେ ଲଗାଯିବ GPS। ଆଜି ଏହି ସୂଚନା…