Browsing Tag

gopalpur

ଗୋପାଳପୁର ଠାରୁ ୧୧୦ କିମି ଦୂରରେ ବାତ୍ୟା ‘ଗୁଲାବ’

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଉତ୍ତରପଶ୍ଚିମ ଓ ତତସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ’ଗୁଲାବ’ ମାଡ଼ି ଆସୁଛି । ’ଗୁଲାବ’ ପାଇଁ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳକୁ ରେଡ୍ ଆଲର୍ଟ ଜାରି କରାଯାଇଛି । ବାତ୍ୟା ’ଗୁଲାବ’ ଏବେ ପଶ୍ଚିମ ଆଡ଼କୁ ଘଣ୍ଟା…

ଫଟୋ ରେ ଦେଖନ୍ତୁ ତିତଲି ର ତାଣ୍ଡବ

ବଙ୍ଗୋପସାଗର ସୃଷ୍ଟି ହୋଇଥିବା ଡିପ ଡିପ୍ରେସନ ବାତ୍ୟା 'ତିତଲି'ର ରୂପ ନେଇଥିଲା । ଏହାର ପ୍ରଭାବରେ ଗୋପାଳପୁର ଓ ଏହାର ନିକଟବର୍ତ୍ତୀ ସ୍ଥାନ ଗୁଡିକରେ ଘଟିଥିବା ତାଣ୍ଡବର ଚିତ୍ର।

୭୫୩ ଜଣ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର, ଆଜି ରାତି ୧୦ରୁ ଟ୍ରେନ ଚଳାଚଳ ବନ୍ଦ

https://youtu.be/VIPbE1e9u4o ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଡିପ୍‌ ଡିପ୍ରେସନ୍‌ ‘ତିତ୍‌ଲି’ ବର୍ତ୍ତମାନ ଗୋପାଳପୁର ଠାରୁ ୨୮୦ କିଲୋମିଟର ଦୂରରେ ଅଛି । କଲି ସକାଳ ୫.୩୦ ସୁଦ୍ଧା ସ୍ଥଳଭାଗ ଛୁଇଁବାର ଅନୁମାନ କରାଯାଉଛି । ଏଥିପାଇଁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ରେଡ୍‌, ଅରେଞ୍ଜ୍‌ ଓ…

ଭୟଙ୍କର ବାତ୍ୟାର ରୂପ ନେଉଛି ‘ତିତ୍‌ଲି’

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସ୍ୱତନ୍ତ୍ର ରିଲିଫ୍ କମିଶନର୍‌ (ଏସ୍‌ଆର୍‌ସି) ବିଷ୍ଣୁପଦ ସେଠୀ ଙ୍କ ସୂଚନା ଅନୁସାରେ ବଙ୍ଗୋବସାଗରରେ ସୃଷ୍ଟି ହୋଇଥିବା ଡିପ୍‌ ଡିପ୍ରେସନ୍‌ ‘ତିତ୍‌ଲି’ ଭୟଙ୍କର ବାତ୍ୟାର ରୂପ ନେବା ଆରମ୍ଭ କରିଦେଇଛି । ସୂଚନା ଅନୁଯାୟୀ, ଡିପ୍‌ ଡିପ୍ରେସନ୍‌ ‘ତିତ୍‌ଲି’…

ଓଡ଼ିଶାରୁ ଗିରଫ ହେଲା ଗଣଦୁଷ୍କର୍ମର ଚତୁର୍ଥ ଅଭିଯୁକ୍ତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ହରିୟାନା ରେୱାଡ଼ି ସିବିଏସଇ ଟପର ଛାତ୍ରୀ ଗଣଦୁଷ୍କର୍ମ ଘଟଣାରେ ଚତୁର୍ଥ ଅଭିଯୁକ୍ତ ନବୀନ ଓରଫ ନିକୁ କୁ ହରିୟାନା ପୋଲିସ ଓଡିଶାର ଗୋପାଳପୁର ଏୟାର ଡ଼ିଫେନ୍ସ କଲେଜରୁ ଗିରଫ କରିବାରେ ସଫଳ ହୋଇଛି। ସୂଚନା ଅନୁଯାୟୀ, କିଛି ଦିନ ତଳେ ହରିୟାନା ରେୱାଡ଼ି ସିବିଏସଇ…