ଵୟସ୍କ ଓ ଭିନ୍ନକ୍ଷମଙ୍କ ପାଇଁ ଖୁସି ଖବର; ଏଣିକି ମଧୁବାବୁ ପେନସନ୍ ଯୋଜନାରେ ଘରେ ମିଳିବ ନଗଦ ଭତ୍ତା ଟଙ୍କା
ଵୟସ୍କ ଓ ଭିନ୍ନକ୍ଷମଙ୍କ ପାଇଁ ଖୁସି ଖବର । ଏଣିକି ନଗଦ ମିଳିବ ଭତ୍ତା ଟଙ୍କା । ମଧୁବାବୁ ପେନସନ୍ ଯୋଜନାରେ ନୂଆ ବ୍ୟବସ୍ଥା । ଆସନ୍ତା ମାସରୁ ନଗଦ ଆକାରରେ ମିଳିବ ପେନସନ୍ ଟଙ୍କା । ମଧୁବାବଚ ପେନସନ୍ ଯୋଜନା ମାଧ୍ୟମରେ ବୟସ୍କ ଓ ଭିନ୍ନକ୍ଷମ ହିତାଧିକାରୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା…