ଗୁଡ଼ ଫ୍ରାଇ ଡେ ପାଳନ ଉପରେ କଟକଣା
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ରାଜଧାନୀ ଭୁବନେଶ୍ୱରରେ ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରେ ଗୁଡ୍ ଫ୍ରାଇଡେ ପାଳନ ଉପରେ କଟକଣା ଲଗାଇଛି ବିଏମସି। କେବଳ ରିତିନୀତି ଅନୁଯାୟୀ ଗୁଡ଼ ଫ୍ରାଇ ଡେ ପାଳନ କରାଯିବ। ଚର୍ଚ୍ଚରେ ସର୍ବାଧିକ ୫୦ ଜଣ ଲୋକ ରୁଣ୍ଡ ହୋଇପାରିବେ। ସମସ୍ତଙ୍କ ମଧ୍ୟରେ ୬…