ଝାରପଡା ଜେଲରେ ଗୋଲ୍ଡେନ ବାବା , ନେତା ହେବାକୁ ନେତା ଓ ମନ୍ତ୍ରୀ ଙ୍କ ପଛରେ ଉଡାଉଥିଲେ ଟଙ୍କା !!
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଜେଡିର ଯୁବନେତା ବୋଲି କହି ଆସୁଥିବା ଗୋଲ୍ଡେନ ବାବା ନାମରେ ପରିଚିତ ଜ୍ୟୋତିରଂଜନ ବେଉରିଆ ଙ୍କୁ ସୋମବାର ଚନ୍ଦ୍ରଶେଖରପୁର ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏକ ଠକେଇ ଅଭିଯୋଗ ରେ ପୋଲିସ ଗୋଲ୍ଡେନ ବାବାଙ୍କୁ ଗିରଫ କରିଛି । ଜ୍ୟୋତିରଂଜନ ଜଣେ…