Browsing Tag

Gold shops cheating the customers

ଗ୍ରାହକଙ୍କୁ ଠକୁଛନ୍ତି ସୁନା ଦୋକାନୀ: ଯୋଗାଣ ମନ୍ତ୍ରୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସୁନା ଦୋକାନୀ ନିଜ ଇଚ୍ଛା ମୁତାବକ ଠକୁଛନ୍ତି ଗ୍ରାହକଙ୍କୁ । ଗ୍ରାହକଙ୍କୁ ଭୁଆଁ ବୁଲାଇ ଠକୁଛନ୍ତି ଲକ୍ଷ ଲକ୍ଷ ଟଙ୍କା । ଏଭଳି ବୟାନ ଦେଇଛନ୍ତି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ସୂଚନା ଅନୁଯାୟୀ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ…