Browsing Tag

Gobind Behera’s death

ଗୋବିନ୍ଦ ବେହେରାଙ୍କ ମୃତ୍ୟୁ, ଆତ୍ମହତ୍ୟା ନା ହତ୍ୟା ? କଂଗ୍ରେସଙ୍କ ପ୍ରଶ୍ନବାଣକୁ ନେଇ ସରଗରମ ହେଲା ରାଜନୀତି

ପୁଣି ବର୍ଷକ ପରେ ଜୋର ଧରିଲା ମମିତା ମେହେର ହତ୍ୟା ମାମଲା । ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ବେହେରା ଆତ୍ମହତ୍ୟା ପରେ ମାମଲା ପୁଣିଥରେ ସରଗରମ ହୋଇଛି । ଯାହାକୁ ନେଇ ପ୍ରଶ୍ନବାଣ ଛାଡିଛନ୍ତି କଣ୍ଟାବାଞ୍ଜି କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା । ଗୋବିନ୍ଦଙ୍କ ମୃତ୍ୟୁ ମାମଲାରେ ସେ ସିବିଆଇ ତଦନ୍ତ…