Browsing Tag

Ghati

ଘାଟିରୁ ଖସି ଜଳିଗଲା ମାଛ ବୋଝେଇ ଟ୍ରକ୍

ଖଲ୍ଲିକୋଟ(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ୧୬ ନମ୍ବର ଜାତୀୟ ରାଜପଥ ବଡ଼ଘାଟିରେ ଘଟିଛି ଦୁର୍ଘଟଣା। ଏକ ମାଛ ବୋଝେଇ ଟ୍ରକ୍ ଘାଟିରୁ ୩୦ ଫୁଟ୍ ତଳକୁ ଖସି ଜଳିଗଲା । ଦୁଃଘଟଣାରୁ ଡ୍ରାଇଭର ଓ ହେଲପର ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ…