Browsing Tag

Gas prices have gone up

ମାସ ଆରମ୍ଭରୁ ବଢ଼ିଲା ଗ୍ୟାସ୍‌ ଦର

ଆଜି ହେଉଛି ଫେବୃୟାରୀ ୧ ତାରିଖ । ତୈଳ କମ୍ପାନୀମାନଙ୍କ ପକ୍ଷରୁ ଆଜି ଏଲପିଜି ଗ୍ୟାସ୍‌ ସିଲିଣ୍ଡରର ଦାମକୁ ଅପଡେଟ କରିଛନ୍ତି। ଚଳିତ ମାସ ତୈଳ କମ୍ପାନୀମାନଙ୍କ ପକ୍ଷରୁ ୧୯ କିଲୋର କମର୍ସିଆଲ ଗ୍ୟାସ୍‌ ସିଲିଣ୍ଡର ଦାମକୁ ବଢ଼ାଇ ଦିଆଯାଇଛି। ସିଲିଣ୍ଡର ପିଛା ୧୪ ଟଙ୍କା ବଢ଼ିଥିବା ଜଣାଯାଇଛି। ଏହି…