ଗରିବ କଲ୍ୟାଣ ଯୋଜନା ଚାଲୁ ରଖିବାକୁ ମୋଦିଙ୍କୁ ନବୀନଙ୍କ ଚିଠି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନା କାଳରେ ଲାଗୁ ହୋଇଥିବା ଗରିବ କଲ୍ୟାଣ ଯୋଜନା ଚାଲୁ ରଖିବାକୁ ଚିଠିରେ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ । ଏବେ ବି ଦେଶରେ ମହାମାରୀ ସମ୍ପୂର୍ଣ୍ଣ ଯାଇନାହଁ । କରୋନା ପାଇଁ ଲୋକଙ୍କ ଆର୍ଥିକ ମେରୁଦଣ୍ଡ…