ଝାରସୁଗୁଡା ଜେଏମଏଫସି କୋର୍ଟରେ ଗାପାଳ
ଝାରସୁଗୁଡା ଜେଏମଏଫସି କୋର୍ଟରେ ଗାପାଳ ଦାସ ହାଜର । କଡା ସୁରକ୍ଷା ବଳୟ ଭିତରେ ତାଙ୍କୁ କୋର୍ଟରେ ହାଜର କରାଯାଇଛି । ଗୁଜୁରାଟରୁ ଆସିବା ପରେ କ୍ରାଇମବ୍ରାଞ୍ଚ କୋର୍ଟରେ ହାଜର କରିଛି । ତୃତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧିର ଶେଷ ଦିନ ଥିଲା । ୫ଦିନିଆ ରିମାଣ୍ଡରେ କ୍ରାଇମବ୍ରାଞ୍ଚ ନେଇଥିଲା ।…