Browsing Tag

ganjam

ଏକତରଫା ପ୍ରେମ ରୁ ନବବଧୂର କାଟିଲେ ତଣ୍ଟି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୧୦ ଦିନ ପୂର୍ବରୁ ବିବାହ ହୋଇଥିଲା । ହସ ଖୁସିରେ ନିଜର ନୂତନ ଜୀବନ ଆରମ୍ଭ କରିଥିଲେ ଜଣେ ଯୁବତୀ । ନିଜ ସ୍ୱାମୀ ଙ୍କ ସହ ବୁଲିବାକୁ ଆସିଥିଲେ ବାପ ଘରକୁ । ଜାଣିନଥିଲେ ଏହା ତାଙ୍କ ଜୀବନର ଶେଷ ବୁଲିବା । ସୂଚନା ଅନୁଯାୟୀ, ଏକ ନବବଧୂ ବାହାଘରର ୧୦ ଦିନ ପରେ…

ଖଲ୍ଲିକୋଟରେ ଏନକାଉଣ୍ଟର, ୨ ଦୁର୍ଦ୍ଦାନ୍ତ ଅପରାଧି ଆହତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମଙ୍ଗଳବାର ବିଳମ୍ବିତ ରାତିରେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ପୋଲିସର ଏନ୍‌କାଉଣ୍ଟରରେ ୨ଜଣ ଦୁର୍ଦ୍ଦାନ୍ତ ଅପରାଧି ଆହତ ହୋଇଛନ୍ତି । ସେମାନେ ହେଲେ ଅନୁଗୋଳ ଜିଲ୍ଲା ବଇଣ୍ଡା ଅଞ୍ଚଳର ସୁଶାନ୍ତ କୁମାର ପ୍ରଧାନ ଓ ତାଙ୍କ ସହଯୋଗୀ ବିଶାଖାପାଟଣା ଅଞ୍ଚଳର ଆର୍‌ ରାଜେଶ…

ଜେଲରୁ ମୁକୁଳିଲେ ଗଞ୍ଜାମ ଟାଇଗର, ୫ ହଜାର ରୁ ଉର୍ଦ୍ଧ ସମର୍ଥକ ପାଛୋଟି ନେଲେ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗଞ୍ଜାମ ଛତ୍ରପୁର ଜେଲ ରୁ ମୁକୁଳିଲେ ଗଞ୍ଜାମ ଟାଇଗର, ରାଜ୍ୟ କଂଗ୍ରେସ ର ବରିଷ୍ଠ ନେତା ତଥା ସାନଖେମୁଣ୍ଡି ର ପୂର୍ବତନ ବିଧାୟକ ରମେଶ ଜେନା । ପୋଲିସ ତାଙ୍କ ନାଁ ରେ ଲଗାଇଥିଲା ୪୦ ରୁ ଉର୍ଦ୍ଧ କେସ । କେତେକ କେସ ରେ ନିର୍ଦୋଷରେ ସେ ଖଲାସ ହୋଇଥବା ବେଳେ ଆଉ କେତୋଟି…

ଜେଲ ରୁ ମୁକୁଳୁଛନ୍ତି ଗଞ୍ଜାମ ଟାଇଗର, ଗଞ୍ଜାମ ରାଜନୀତି ସରଗରମ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଜେଲ ରୁ ମୁକୁଳୁଛନ୍ତି ଗଞ୍ଜାମ ଟାଇଗର ତଥା ସାନ ଖେମୁଣ୍ଡି ର ପୂର୍ବତନ ବହୁବଳୀ ବିଧାୟକ ରମେଶ ଜେନା । ଆଜି ତାଙ୍କୁ ଏସଡିଜିଏମ କୋଟ ରୁ ମିଳିଛି ଜାମିନ । ପୋଲିସ ତାଙ୍କ ନାଁ ରେ ଲଗାଇଥିଲା ୪୦ ରୁ ଉର୍ଦ୍ଧ କେସ । କେତେକ କେସ ରେ ନିର୍ଦୋଷରେ ସେ ଖଲାସ ହୋଇଥବା ବେଳେ ଆଉ…

ସାନ ଭାଇ ଆକ୍ରମଣରେ ବଡ଼ ଭାଇ ମୃତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଗଞ୍ଜାମ ଜିଲା ପାଟପୁର ଥାନା ଅଞ୍ଚଳରେ ଗୁରୁବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହକୁ ନେଇ ସାନଭାଇଙ୍କ ଆକ୍ରମଣରେ ବଡ଼ଭାଇଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ , ଗଞ୍ଜାମ ଜିଲା ପାଟପୁର ଥାନା ଅଧିନ ପଦ୍ମପୁର ଗ୍ରାମ ମଳିକ…