Browsing Tag

ganjam

ଯୁବ ବିଧାୟକଙ୍କ ଓ ମନ୍ତ୍ରୀ ବନ୍ୟାଞ୍ଚଳ ପରିଦର୍ଶନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବାତ୍ୟାର ପ୍ରଭାବରେ ଉପୁଜିଥିବା ବନ୍ୟା ପରିସ୍ଥିତି ରେ ସବୁଠାରୁ ଅଧିକ ଗଞ୍ଜାମ ଜିଲ୍ଲାର ସ୍ଥିତି ଗମ୍ଭୀର ଅଛି । ସେହିପରି ଗଜପତି ଓ ରାୟଗଡ଼ା ଜିଲ୍ଲାରେ ମଧ୍ୟ ବନ୍ୟାରୁ ଅନେକ କ୍ଷୟକ୍ଷତି ହୋଇଛି । ଏହି ସବୁ ଜିଲ୍ଲାର କ୍ଷୟକ୍ଷତି ଆକଳନ ଓ ରିଲିଫ ବଣ୍ଟନରେ ଯେପରି…

ଆକାଶ ମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ, ଘୋଷଣା କଲେ ସ୍ୱତନ୍ତ୍ର ପ୍ୟାକେଜ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବାତ୍ୟା ତିତଲି ପ୍ରଭାବରେ ପ୍ରବଳ ବର୍ଷା ହୋଇଥିଲା । ଅତ୍ୟଧିକ ବର୍ଷା ଫଳରେ ଗଜପତି, ଗଞ୍ଜାମ ଓ ରାୟଗଡା ୩ଟି ଜିଲ୍ଳାରେ ଗମ୍ଭୀର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ତେଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରୁ ସ୍ୱତନ୍ତ୍ର ବିମାନରେ ଯାଇ ଏହି ଜିଲ୍ଲାର…

ବନ୍ୟା କ୍ଷୟକ୍ଷତି ଆକଳନ କରି ୭ଦିନରେ ରିପୋର୍ଟ ଦେବାକୁ ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବାତ୍ୟା ‘ତିତ୍‌ଲି’ର ତାଣ୍ଡବ ସରିଲା । ପ୍ରବଳ ବର୍ଷିଲା । ପଛରେ ଛାଡିଗଲା ପ୍ରଳୟଙ୍କରୀ ବନ୍ୟା । ‘ତିତ୍‌ଲି’ ତ ଦୁର୍ବଳ ହୋଇ ଚାଲିଗଲା ମାତ୍ର ତା ପ୍ରଭାବରେ ହୋଇଥିବା ବନ୍ୟା ଲୋକଙ୍କ ନିଦ ହଜାଇ ଦେଇଛି । ଏହି ବନ୍ୟାର ପ୍ରଭାବ ସବୁଠାରୁ ବେଶୀ ଗଞ୍ଜାମ ଜିଲ୍ଲାରେ…

ବାତ୍ୟା ଆଶ୍ରୟସ୍ଥଳୀରେ ରନ୍ଧାଖାଦ୍ୟ ନଯୋଗାଯିବାରୁ, ଲୋକେ ଫେରୁଛନ୍ତି ଘରକୁ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଟଳି ଯାଇଛି ବାତ୍ୟା ‘ତିତ୍‌ଲି’ ର ପ୍ରକୋପ । ପଲାସା ନିକଟରେ ଏହା ସ୍ଥଳଭାଗ ଛୁଇଁ ଥିଲା । ଏବେ ଏହା ପଶ୍ଚିମବଙ୍ଗ ମୁହାଁ । ତେଣୁ ଧୀରେ ଧୀରେ ଦୁର୍ବଳ ହେଉଛି ‘ତିତ୍‌ଲି’ । ମାତ୍ର ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ। ଗତକାଲି ଉପକୂଳବର୍ତ୍ତୀ…

୭୫୩ ଜଣ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର, ଆଜି ରାତି ୧୦ରୁ ଟ୍ରେନ ଚଳାଚଳ ବନ୍ଦ

https://youtu.be/VIPbE1e9u4o ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଡିପ୍‌ ଡିପ୍ରେସନ୍‌ ‘ତିତ୍‌ଲି’ ବର୍ତ୍ତମାନ ଗୋପାଳପୁର ଠାରୁ ୨୮୦ କିଲୋମିଟର ଦୂରରେ ଅଛି । କଲି ସକାଳ ୫.୩୦ ସୁଦ୍ଧା ସ୍ଥଳଭାଗ ଛୁଇଁବାର ଅନୁମାନ କରାଯାଉଛି । ଏଥିପାଇଁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ରେଡ୍‌, ଅରେଞ୍ଜ୍‌ ଓ…

ଭୟଙ୍କର ବାତ୍ୟାର ରୂପ ନେଉଛି ‘ତିତ୍‌ଲି’

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସ୍ୱତନ୍ତ୍ର ରିଲିଫ୍ କମିଶନର୍‌ (ଏସ୍‌ଆର୍‌ସି) ବିଷ୍ଣୁପଦ ସେଠୀ ଙ୍କ ସୂଚନା ଅନୁସାରେ ବଙ୍ଗୋବସାଗରରେ ସୃଷ୍ଟି ହୋଇଥିବା ଡିପ୍‌ ଡିପ୍ରେସନ୍‌ ‘ତିତ୍‌ଲି’ ଭୟଙ୍କର ବାତ୍ୟାର ରୂପ ନେବା ଆରମ୍ଭ କରିଦେଇଛି । ସୂଚନା ଅନୁଯାୟୀ, ଡିପ୍‌ ଡିପ୍ରେସନ୍‌ ‘ତିତ୍‌ଲି’…

ପୋଲିସକୁ ଧକ୍କାମାରି ଡକାୟତ ଫେରାର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୋଲିସର ଖାମଖିଆଲ ନୀତିର ଫାଇଦା ଉଠାଇ ବାରମ୍ବାର କଏଦୀ ଚମ୍ପଟ ମାରୁଛନ୍ତି । ତଥାପି ମଧ୍ୟ ନିଜ କାର୍ଯ୍ୟ ପ୍ରତି ନିଷ୍ଠାର ଅଭାବରୁ ସମାନ ଘଟଣା ଘଟି ଚଲିଛି । କଥାରେ ଅଛି 'ମତେ ଯେତେ ମାଠିବୁ ମାଠ ମୁଁ ସେଇ ଦରପୋଡା କାଠ'।କାରଣ କିଛି ଦିନ ତଳେ ନୂଆପଡ଼ାରେ…

ଅସ୍ଥି ବିସର୍ଜନ ଯାତ୍ରା ହେଲା ଜୀବନର ଶେଷଯାତ୍ରା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ଭୋର ୫ଟା ସମୟରେ ପୁରୀ ଜଗନ୍ନାଥ ସଡ଼କର ସୁକଳ ଭାଇଲିପୁର ନିକଟରେ ଏକ ବୋଲେରୋ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ ୫ଜଣଙ୍କ ମୃତ୍ୟୁ ହୋଇଥିଲା । ସେମାନେ ସମସ୍ତେ ଗୋଟିଏ ପରିବାରର ବୋଲି ଜଣାପଡିଛି । ମହୋଦଧିରେ ଅସ୍ଥି ବିସର୍ଜନ କରିବାକୁ ଯାଉଥିଲେ…

ଅଧାରେ ରହିଲା ଜଗନ୍ନାଥ ଦର୍ଶନ, ଅକାଳରେ ଚାଲିଗଲା ୫ଜୀବନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ଭୋର ୫ଟା ସମୟରେ ପୁରୀ ଜଗନ୍ନାଥ ସଡ଼କର ସୁକଳ ଭାଇଲିପୁର ନିକଟରେ ଏକ ବୋଲେରୋ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ, ଆଜି ସକାଳ ୫ଟା ସମୟରେ ଗଞ୍ଜାମ ଜିଲ୍ଲା…

ଶିବ ଦର୍ଶନ ରହିଲା ଅଧାରେ , ଦୁର୍ଘଟଣା ବୋଲବମ୍‌ ଭକ୍ତଙ୍କ ମୃତ୍ୟୁ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଟ୍ରକ୍‌ ଧକ୍କାରେ ଜଣେ ବୋଲବମ୍‌ ଭକ୍ତ ମୃତ । ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ରେ କେଉଟ ସୁନପୁର ଅଞ୍ଚଳର ଭିକାରୀ ବେହେରା ଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ, ଗତକାଲି ରାତି ୧୦:୩୦ ସମୟରେ ଗଞ୍ଜାମ ଜିଲ୍ଲା ରଣ୍ଢା ଓ ଗୋଳନ୍ଥରା ମଝିରେ ଏକ ଟ୍ରକ୍‌ ଧକ୍କାରେ…