ପୁଲିସ ଏନକାଉଣ୍ଟରରେ ହାଇଦର ମୃତ୍ୟୁ, ମାନବାଧିକାର ଆୟୋଗ ପକ୍ଷରୁ ମାମଲା ରୁଜୁ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୁଲିସ ଏନକାଉଣ୍ଟରରେ କୁଖ୍ୟାତ ଅପରାଧୀ ହାଇଦର ମୃତ୍ୟୁ ଘଟଣାରେ ରାଜ୍ୟ ମାନବାଧିକାର ଆୟୋଗ ପକ୍ଷରୁ ମାମଲା ରୁଜୁ । ଆୟୋଗ ଅଧ୍ୟକ୍ଷ ବିଚାରପତି ବି.କେ. ପଟେଲ ଓ ସଦସ୍ୟ ଅସିମ ଅମିତାଭ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ…