ପୁଲିସ ଉପସ୍ଥିତିରେ କଲେଜ କ୍ୟାମ୍ପସ୍ରେ ନାବାଳିକାଙ୍କୁ ଦୁଷ୍କର୍ମ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଉତ୍ତରପ୍ରଦେଶ ଝାନ୍ସୀର ଏକ ପଲିଟେକ୍ନିକ୍ କଲେଜରେ ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ହୋଇଛି। କଲେଜରେ ଉତ୍ତରପ୍ରଦେଶ ପ୍ରଶାସନିକ ସେବା ପରୀକ୍ଷା ଚାଲିଥିବା ବେଳେ କ୍ୟାମ୍ପସ୍ରେ ପୁଲିସଙ୍କ ଉପସ୍ଥିତିରେ ଏହି ଜଘନ୍ୟ କାଣ୍ଡ ଘଟିଥିଲା। ପୀଡ଼ିତାର ଅଭିଯୋଗ…