Browsing Tag

Gandhiji’s glasses were auctioned for Rs 2.5 crore

ଗାନ୍ଧିଜୀଙ୍କ ଚଷମା ୨.୫ କୋଟିରେ ନିଲାମ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମହାତ୍ମା ଗାନ୍ଧୀଙ୍କର ଏକ ସୁନା ରଙ୍ଗର ଚଷମାକୁ ଶୁକ୍ରବାର ବ୍ରିଟେନରେ ୨କୋଟି ୫୦ଲକ୍ଷ ଟଙ୍କାରେ ନିଲାମ କରାଯାଇଛି। ଚଷମାଟି ଏକ ଚିଠିବାକ୍ସ ଭିତରୁ ମିଳିଥିଲା ବୋଲି ବିବିସି ପକ୍ଷରୁ ସୂଚନା ଦିଆଯାଇଥିଲା। ଶୁକ୍ରବାର ନିଲାମୀ ପ୍ରକ୍ରିୟା ଆରମ୍ଭ ହେବାର ୬ମିନିଟ…