ଜୁଆ ଆଡ୍ଡାରେ ଚଢାଉ, ୮ ଗିରଫ
ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ଅନ୍ତର୍ଗତ ଟୋଲକପଡା ଗାଁରେ ଗତ ରାତିରେ ଜୁଆଖେଳ ଚାଲୁଥିବା ବେଳେ ପୁଲିସ ଅତର୍କିତ ଚଢ଼ାଉ କରିଥିଲା। ଜୁଆ ଆଡ୍ଡାରୁ ୮ ଜୁଆଡିଙ୍କୁ ଗିରଫ କରିବା ସହ ଖେଳରେ ବ୍ୟବହୃତ ପାଲି, ଲକ୍ଷାଧିକ ଟଙ୍କା ଏବଂ ତିନୋଟି ବାଇକ, ୭ଟି…