Browsing Tag

Gaganyan’s crew module successfully launched

ଗଗନୟାନର କ୍ରୁ ମଡ୍ୟୁଲର ହେଲା ସଫଳ ଲଞ୍ଚିଂ

ଗଗନୟାନର କ୍ରୁ ମଡ୍ୟୁଲର ହେଲା ସଫଳ ଲଞ୍ଚିଂ । ଶ୍ରୀହରିକୋଟା ସତୀଶ ଧାୱନ ସ୍ପେସ ସେଣ୍ଟରରୁ ଉତକ୍ଷେପଣ । ସକାଳେ ବୈଷୟିକ ତ୍ରୁଟି କାରଣରୁ ଉତକ୍ଷେପଣ ସ୍ଥଗିତ ରହିଥିଲା । ଚନ୍ଦ୍ରଯାନ-୩ର ସଫଳ ପରୀକ୍ଷଣ ପରେ ମହାକାଶ ଗବେଷଣାରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ISROର ଆଉ ଏକ ମାଇଲଖୁଣ୍ଟ ।…