Browsing Tag

from odisha

ଓଡ଼ିଶାରୁ ଗିରଫ ହେଲା ଗଣଦୁଷ୍କର୍ମର ଚତୁର୍ଥ ଅଭିଯୁକ୍ତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ହରିୟାନା ରେୱାଡ଼ି ସିବିଏସଇ ଟପର ଛାତ୍ରୀ ଗଣଦୁଷ୍କର୍ମ ଘଟଣାରେ ଚତୁର୍ଥ ଅଭିଯୁକ୍ତ ନବୀନ ଓରଫ ନିକୁ କୁ ହରିୟାନା ପୋଲିସ ଓଡିଶାର ଗୋପାଳପୁର ଏୟାର ଡ଼ିଫେନ୍ସ କଲେଜରୁ ଗିରଫ କରିବାରେ ସଫଳ ହୋଇଛି। ସୂଚନା ଅନୁଯାୟୀ, କିଛି ଦିନ ତଳେ ହରିୟାନା ରେୱାଡ଼ି ସିବିଏସଇ…