ଆଦିବାସୀ ଝିଅ ଆକାଶରେ ଉଡି ରଚିବେ ଇତିହାସ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପ୍ରବଳ ଇଛାଶକ୍ତି ଆଗରେ ସବୁପ୍ରକାର ବାଧାବିଘ୍ନ ହାର ମାନିଥାଏ । ଏହା ପ୍ରମାଣିତ କରି ଦେଖାଇଛନ୍ତି ମାଲକାନାଗିରି ଜିଲ୍ଲାର ଆଦିବାସୀ ଝିଅ ଅନୁପ୍ରିୟା ଲାକ୍ରା । ଅନୁପ୍ରିୟା ପ୍ରଥମ ଆଦିବାସୀ ଝିଅ ମହିଳା ପାଇଲଟ ଭାବେ ନିଯୁକ୍ତି ପାଇଛନ୍ତି । ତାଙ୍କ ମା, ବାପାଙ୍କ…