ନକଲି ପୋଲିସ ଗିରଫ, ହୋମଗାର୍ଡ ଚାକିରି କରାଇ ଦେବାକୁ କହି ଲୁଟୁଥିଲେ
ଓଡିଶା ଫାଷ୍ଟ (ବ୍ୟୁରୋ): ପୋଲିସ ପରିଚୟ ଦେଇ ଲୋକଙ୍କୁ ଭୁଆଁ ବୁଲାଇବା ସହ ଥାନାରେ ଚାକିରି କରାଇ ଦେବାକୁ କହି ବେକାର ଯୁବକଙ୍କୁ ଲୁଟୁଥିବା ଜଣେ ଯୁବକଙ୍କୁ ଗିରଫ କରିଛି ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ପୋଲିସ । ସେ ହେଲେ ଅନୁଗୋଳ ଜିଲ୍ଲା ଆଙ୍କୁଲା ଗ୍ରାମର ସମୀର ସାହୁ ।
ସମୀର ଢେଙ୍କାନାଳ…