ଛାତ୍ରୀ ନିବାସ ମାଲିକଙ୍କ ଛାତ୍ରୀଙ୍କୁ ଅସଦାଚରଣ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଛାତ୍ରୀ ନିବାସ ମାଲିକଙ୍କ ଛାତ୍ରୀଙ୍କୁ ଅସଦାଚରଣ । ଏଭଳି ଏକ ଅଭାବନୀୟ ଘଟଣା ବରଗଡ଼ ଜିଲ୍ଲାରେ ଦେଖିବାକୁ ମିଳିଛି । ଏନେଇ ଛାତ୍ରୀଙ୍କ ବାପା ବରଗଡ଼ ଟାଉନ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ୍ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ସୂଚନା…