Browsing Tag

four death

ତୁର୍କୀ ଇସ୍ତାନବୁଲରେ ଝଡ଼ତୋଫାନରେ ୪ଙ୍କ ମୃତ୍ୟୁ, ୧୯ ଗୁରୁତର

ଓଡ଼ିଶା ଫାଷ୍ଟ(ବ୍ୟୁରୋ) : ତୁର୍କୀର ବୃହତ୍ତମ ସହର ଇସ୍ତାନବୁଲରେ ଏକ ଶକ୍ତିଶାଳୀ ଝଡ଼ ତୋଫାନ ହୋଇଛି । ଦକ୍ଷିଣ-ପଶ୍ଚିମରେ ହୋଇଛି ଏହି ଝଡତୋଫାନ । ଫଳରେ ୪ ଜଣଙ୍କ ମୃତ୍ୟୁ ହେବା ସହ ୧୯ରୁ ଅଧିକ ଗୁରୁତର ହୋଇଛନ୍ତି । ଇସ୍ତାନବୁଲର ରାଜ୍ୟପାଳ ଏକ ବିବୃତ୍ତିରେ ଏହି ସୂଚନା ଦେଇଛନ୍ତି ।…