ପୂର୍ବତନ ବିଧାୟକ ରାମ ମୂର୍ତ୍ତି ଗମାଙ୍ଗଙ୍କୁ ଆଜୀବନ କାରାଦଣ୍ଡ
ପତ୍ନୀ ହନ୍ତା ବିଧାୟକଙ୍କୁ ଆଜୀବନ କାରା ଦଣ୍ଡ ଶୁଣାଇଲେ ସ୍ୱତନ୍ତ୍ର ଏଡିଜେ -୩ ଏମ ଲଏ /ଏମପି କୋର୍ଟ । ୨୮ ବର୍ଷ ପରେ ଗର୍ଭବତୀ ପତ୍ନୀଙ୍କୁ ମିଳିଲା ନ୍ୟାୟ ।ପୂର୍ବତନ ଗୁଣୁପୁର ବିଧାୟକ ରାମ ମୂର୍ତ୍ତି ଗମାଙ୍ଗଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ । ଦଫା ୩୦୨ପାଇଁ ଆଜୀବନ…