ଗମାଙ୍ଗଙ୍କ ଢାମ୍ପରେ ଝୁମିଲେ ନାଚିଲେ ହେମା, ତାଳରେ ତାଳ ଦେଇ ନାଚିଲେ ଶହ ଶହ ଲୋକ
ଢାମ୍ପ ବଜାଉଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ଗିରିଧର ଗମାଙ୍ଗ । ନାଚୁଥିଲେ ତାଙ୍କ ପତ୍ନୀ ତଥା ପୂର୍ବତନ ସାଂସଦ ହେମା ଗମାଙ୍ଗ । ଏହାକୁ ମନଭରି ଉପଭୋଗ କରୁଥିଲେ ଶହ ଶହ ଲୋକ । ଏ ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ୍ର ଖିଲାପଦର ଗାଁରେ । ଏଭଳି ଅବସର ଆଣିଥିଲା…