Browsing Tag

Former MLA of Brajrajnagar

ଜେଲ୍‌ରୁ ବାହାରିଲେ ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏ

ଜେଲ୍‌ରୁ ବାହାରିଛନ୍ତି ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏ । ମା, ଝିଅ ଡବଲ ମର୍ଡର ମାମଲାରେ ଅନୁପ ସାଏଙ୍କୁ ଛତିଶଗଡ଼ ହାଇକୋର୍ଟ ଜାମିନ୍ ଦେଇଛନ୍ତି । ଗତକାଲି ସଂଧ୍ୟାରେ ବିଲାସପୁର ଜେଲ୍‌ରୁ ସେ ବାହାରିଛନ୍ତି । ଆଜି ସେ ବିଲାସପୁରରେ ସ୍ୱାସ୍ଥ୍ୟ ପରୀକ୍ଷା କରିବେ । ୨୦୧୬ ମେ'ରେ…