Browsing Tag

former microfinance Company MD

ଇଡିରେ ହଜାର ହେଲେ ମାଇକ୍ରୋ ଫାଇନାନ୍ସର ପୂର୍ବତନ ଏମ୍‌ଡି ଦୁର୍ଗା ପ୍ରସାଦ ମିଶ୍ର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସିବିଆଇ ଦ୍ୱାରା ଗିରଫ ହୋଇ ଜାମିନରେ ଥିବା ମାଇକ୍ରୋ ଫାଇନାନ୍ସର ପୂର୍ବତନ ଏମ୍‌ଡି ଦୁର୍ଗା ପ୍ରସାଦ ମିଶ୍ର ହାଜର ହେଲେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ରେ । ବେଆଇନ୍‌ ଅର୍ଥ କାରବାର ନେଇ ଦୁର୍ଗା ପ୍ରସାଦଙ୍କୁ ଇଡି ପଚରାଉଚରା କରାଯାଇଥିବା ଜଣାପଡ଼ିଛି । ସୂଚନା…