Browsing Tag

former local corporator Amresh Jena

କରୋନା ପାଇଁ ବଡ଼ଗଡ଼ ହାଟରେ ଅମରେଶ ତିଆରି କଲେ ପ୍ରଥମ ସାମାଜିକ ଦୂରତ୍ୱ ପିଣ୍ଡି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ କରୋନା ସଂକ୍ରମଣ ରୋକିବାକୁ ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଓଡ଼ିଶାବାସୀ ନିଜ ଘରେ ରୁହନ୍ତୁ । ଅତ୍ୟନ୍ତ ଜରୁରୀ କାର୍ଯ୍ୟ ଥିଲେ ବାହାରକୁ ବାହାରନ୍ତୁ । ସେଥିପାଇଁ ସମଗ୍ର…