ଫଟୋଗ୍ରାଫର ମାନସ ସ୍ୱାଇଁ ହତ୍ୟା ମାମଲାରେ ଅବସରପ୍ରାପ୍ତ ସରକାରୀ ଅଫିସର ନିରଂଜନ ସେଠୀ ଗିରଫ
ଭୁବନେଶ୍ୱର, ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଫଟୋଗ୍ରାଫର ମାନସ ସ୍ୱାଇଁ ହତ୍ୟାକାଣ୍ଡ ମାମଲାରେ ଭଦ୍ରକ ପୋଲିସକୁ ମିଳିଲା ବଡ ସଫଳତା । ଏହି ହତ୍ୟାକାଣ୍ଡରେ ଅବସରପ୍ରାପ୍ତ ସରକାରୀ ଅଫିସର ତଥା ପୂର୍ବତନ ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକ ନିରଂଜନ ସେଠୀଙ୍କୁ ପୋଲିସ ଗିରଫ କରିବା ସହ ଏକ…