ବିଜେଡିରେ ମିଶିଲେ ପୂର୍ବତନ କଂଗ୍ରେସ ବିଧାୟକ ଗଣେଶ୍ୱର ବେହେରା
ଶେଷରେ ବିଜୁ ଜନତା ଦଳରେ ମିଶିଲେ ପୂର୍ବତନ କଂଗ୍ରେସ ବିଧାୟକ ଗଣେଶ୍ୱର ବେହେରା । ଭୁବନେଶ୍ୱର ସ୍ଥିତ ଶଙ୍ଖ ଭବନରେ ବିଜେଡିରେ ମିଶିଛନ୍ତି କଂଗ୍ରେସର ଏହି ପୂର୍ବତନ ପୁରୁଖା ନେତା । ନିଜ ଅନେକ ସମର୍ଥକଙ୍କ ସହ ବିଜେଡିରେ ହୋଇଛନ୍ତି ସାମିଲ । ଏହି ମିଶ୍ରଣ ପର୍ବରେ ବିଜେଡିର ପ୍ରତାପ ଜେନା,…