ଭିଜିଲାନ୍ସ ଜାଲରେ ଫରେଷ୍ଟର
ଓଡିଶା ଫାଷ୍ଟ (ବ୍ୟୁରୋ) : ଆୟବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଆଜି ସମ୍ବଲପୁର ଜିଲ୍ଲା ପଡ଼ିଆବହାଲ ଫରେଷ୍ଟ ରେଞ୍ଜରଙ୍କ ଘରେ ଭିଜିଲାନ୍ସ ଚଢଉ କରିଛି । ସମ୍ବଲପୁର ଜିଲ୍ଲା ପଡ଼ିଆବହାଲ ଫରେଷ୍ଟ ରେଞ୍ଜର ସରେଶ ଚନ୍ଦ୍ର ମିର୍ଦ୍ଦାଙ୍କ ଘରେ ଭିଜିଲାନ୍ସର ଏକ ଟିମ ଆଜି ଚଢଉ କରିଛି । ଏକକାଳୀନ 4…