ଚଳିତ ଓସିଏସ୍ ପରୀକ୍ଷା ପାଇଁ ପରୀକ୍ଷାର୍ଥୀମାନେ ଇଂରାଜୀ କିମ୍ବା ଓଡ଼ିଆ ଭାଷାକୁ ବିକଳ୍ପ ଭାବେ କରିପାରିବେ ଚୟନ
ଓଡ଼ିଶା ସିଭିଲ୍ ସେବା (ଓସିଏସ୍) ୨୦୨୨-୨୩ ପରୀକ୍ଷା ଦେବା ପାଇଁ ଅନ୍ଲାଇନ୍ ଆବେଦନ ବେଳେ ପରୀକ୍ଷାର୍ଥୀମାନେ ଇଂରାଜୀ କିମ୍ବା ଓଡ଼ିଆ ଭାଷାକୁ ବିକଳ୍ପ ମାଧ୍ୟମ ଭାବେ ଚୟନ କରିପାରିବେ । କିନ୍ତୁ ଆବେଦନ ପତ୍ରରେ ଓଡ଼ିଆ କିମ୍ବା ଇଂରାଜୀ ଭାଷାକୁ ବିକଳ୍ପ ମାଧ୍ୟମ ଭାବରେ ଥରେ ଉଲ୍ଲେଖ କରିସାରିବା…