ବିଜେଡ଼ି ୨୫ ବର୍ଷ ପୂର୍ତ୍ତି ଅବସରରେ ବିଜୁ ଛାତ୍ର- ଯୁବ ଜନତା ଦଳ ପକ୍ଷରୁ ଆୟୋଜିତ ହେଲା ବନ୍ଧୁତ୍ବପୂର୍ଣ୍ଣ ଉଦଘାଟନୀ…
ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଆଜି ବିଜୁ ଛାତ୍ର-ଯୁବ ଜନତା ଦଳ ପକ୍ଷରୁ ଯୁବ ସଭାପତି ବ୍ୟୋମୋକେଶ ରାୟ ଏବଂ ଛାତ୍ର ସଭାପତି ଦେବୀ ରଞ୍ଜନ ତ୍ରିପାଠୀଙ୍କ ନେତୃତ୍ୱରେ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ୍ ପରିସରରେ ଏକ ବନ୍ଧୁତ୍ୱ…