ହଠାତ ଷ୍ଟେସନରେ ଗଳି ପଡିଲା ଫୁଟ ଓଭରବ୍ରିଜ୍; ୨୦ ଆହତ
ମହାରାଷ୍ଟ୍ରର ଚନ୍ଦ୍ରପୁର ଅଞ୍ଚଳରେ ଥିବା କଲ୍ଲାରଶାହ ରେଲୱେ ଷ୍ଟେସନରେ ଘଟିଛି ଅଘଟଣ । ଗଳି ପଡିଛି ଫୁଟ ଓଭରବ୍ରିଜ୍ । ଯେଉଁ ସମୟରେ ଫୁଟ ଓଭରବ୍ରିଜ ଭୁସୁଡି ପଡିଲା, ସେହି ସମୟରେ ବ୍ରିଜ ଉପରେ ଅନେକ ଯାତ୍ରୀ ରହିଥିଲେ । ଫଳରେ ଓଭରବ୍ରିଜ ଦୁର୍ଘଟଣା ଯୋଗୁଁ ଅନେକ ଯାତ୍ରୀ ୬୦ ଫୁଟ ତଳେ ଟ୍ରେନ୍…