୩.୮୨ ଲକ୍ଷ ଜଳବନ୍ଦୀ, ୫ ମୃତ : ୧୬,୬୮୪ ଜଣଙ୍କୁ ସ୍ଥାନାନ୍ତର
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଲଗାଣ ବର୍ଷାଜନିତ ବନ୍ୟା ଯୋଗୁଁ ଅନୁଗୁଳ, ବଲାଙ୍ଗିର, ବାଲେଶ୍ୱର, ବୌଦ୍ଧ, କଟକ, ଯାଜପୁର, ଢେଙ୍କାନାଳ, ନୂଆପଡ଼ା, ଦେବଗଡ଼ ଓ ସୋନପୁର ଆଦି ୧୦ ଜିଲ୍ଲାର ୩୯ ବ୍ଲକ୍ ଅନ୍ତର୍ଗତ ୯୯୭ଟି ଗ୍ରାମ କ୍ଷତିଗ୍ରସ୍ତ ହୋଇଛି। ଏପର୍ଯ୍ୟନ୍ତ ୪ ଲକ୍ଷ ୧୩ ହଜାର ୫୧୨ଜଣ ପ୍ରଭାବିତ…