Browsing Tag

floods

ଏବେବି ପାଣି ଘେରରେ ୩୪୦ ଗାଁ, ୨ ଲକ୍ଷ ୬୫ ହଜାର ଜଳବନ୍ଦୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଓଡ଼ିଶାରେ ବନ୍ୟା ଯୋଗୁଁ ୨୦ଟି ଜିଲ୍ଲା ପ୍ରଭାବିତ ହୋଇଛି । ଏଥିରେ ୧୪ ଲକ୍ଷ ୩୨ ହଜାର ୭୦୧ଜଣ ପ୍ରଭାବିତ ହୋଇଛନ୍ତି। ୩୪୦ଟି ଗାଁ ଏବେ ସୁଦ୍ଧା ପାଣି ଘେରରେ ରହିଛି। ୨ ଲକ୍ଷ ୬୫ ହଜାର ୭୨୩ଜଣ ଜଳବନ୍ଦୀ ଅଛନ୍ତି। ମହାନଦୀ ବନ୍ୟା ପ୍ରକୋପରେ ଆହୁରି ଅନେକ ଅଞ୍ଚଳ ଜଳମଗ୍ନ…

ବନ୍ୟା ମୁକାବିଲା ପାଇଁ ଆଇଏଏସଙ୍କୁ ଦାୟିତ୍ୱ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟର ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତିର ମୁକାବିଲା କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଆଇଏଏସ୍ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି। ଏନେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। କେନ୍ଦ୍ରପଡ଼ା ଲାଗି ହେମନ୍ତ ଶର୍ମା,…

ବନ୍ୟାରେ ଭାସି ଯାଇ ଗଛରେ ଲାଗିଥିଲେ ଯୁବକ, ଉଦ୍ଧାର କଲା ଅଗ୍ନିଶମ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):  ବନ୍ୟାଞ୍ଚଳରୁ  ପାଣିରେ ଭାସି ଆସି ଗଛରେ ଅଟକିଥିବା ଜଣେ ଯୁବକ ଙ୍କୁ ଅଗ୍ନିଶମ ବିଭାଗ ଉଦ୍ଧାର କରିଛି। ଦୀର୍ଘ ସମୟ ଅଟକିବା ପରେ ସାହାଯ୍ୟ ପାଇଁ ଚିତ୍କାର କରିବାରୁ ସ୍ଥାନୀୟ ଲୋକ ଖବର ପାଇବା ପରେ ସ୍ଥାନୀୟ ପ୍ରଶାସନକୁ ଜଣାଇଲେ । ପରେ ଆରମ୍ଭ ହେଲା ଉଦ୍ଧାର କାର୍ଯ୍ୟ…

ବନ୍ୟାଜଳ ଦେଖୁଥିବାବେଳେ ଭାସିଗଲେ ଶିଶୁକନ୍ୟା

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ବରଗଡ଼ ସଦର ବ୍ଲକ୍ ସରଲା ଗ୍ରାମରେ ବନ୍ୟାଜଳ ଦେଖୁଥିବା ବେଳେ ଜଣେ ଶିଶୁ କନ୍ୟା ଭାସି ଯାଇ ନିଖୋଜ ହୋଇଯାଇଛନ୍ତି । ନିଖୋଜ ଶିଶୁ ସରଲା ଗ୍ରାମର ଡି ପେଦା ରାଜୁଙ୍କ ଝିଅ ଡି ହର୍ଷିନୀ (୫) ବୋଲି ଜଣାପଡ଼ିଛି। ଗୁରୁବାର ଅପରାହ୍ଣରେ ଦନ୍ତା ନଦୀରେ ସେ ବନ୍ୟାଜଳ…